Meena - Odia Series podcast artwork
Kids & Family

Meena - Odia Series

by ODICAST
Claiming needs an RSS feed. Contact us.

Recently ranked · United States

Last recorded placements from this show’s chart history. These are not current rankings.

Not on the United States charts we track today.

If you like Meena - Odia Series, try…

Latest episodes

  • Genius

    September 25, 2020 · 14 min

    ସମସ୍ତ ପିଲା ମାନସିକ ଏବଂ ଶାରୀରିକ ଭାବେ ଚାଲାକ ହୋଇନଥାନ୍ତି। ସେମାନଙ୍କ ପାଇଁ ସୁଯୋଗର ଆବଶ୍ୟକତା ରହିଛି। ପିଲାଙ୍କ ଭିତରେ ଲୁଚି ରହିଥିବା ପ୍ରତିଭାକୁ ସାମ୍ନାକୁ ଆଣିବା ପାଇଁ ସୁଯୋଗ ଦେବା ଦରକାର। କୌଣସି ପିଲାକୁ ଆଡ଼ ଆଖିରେ ଦେଖିବା ଉଚିତ ନୁହେଁ। ସେମାନଙ୍କ ମନରେ ସାହସ ଆଣିବା ପାଇଁ…

  • Meena's Grandma

    September 25, 2020 · 14 min

    ବାହାରକୁ ଶୌଚ ଯିବା ଆଦୌ ଉଚିତ ନୁହେଁ। ବାହାରକୁ ଶୌଚ ଯିବା ଫଳରେ ବାହାରର ରୋଗ ଜୀବାଣୁ ଆମ ଦେହରେ ବିଭିନ୍ନ ଉପାୟରେ ପ୍ରବେଶ କରିଥାନ୍ତି। ଯାହା ଦ୍ୱାରା ଆମେ ଅନେକ ରୋଗରେ ଆକ୍ରାନ୍ତ ହୋଇଥାଉ। ଏହା ସହ ବାହାରକୁ ଶୌଚ ଯିବା ଏକ ସମ୍ମାନଜନକ କଥା ନୁହେଁ। ମୀନା ଅଡିଓ ସିରିଜ 'ମୀନାର ବଡ଼…

  • Sister's Letter

    September 25, 2020 · 14 min

    ଖାଇବା ପୂର୍ବରୁ ହାତ ଧୋଇ ଖାଇବା ଉଚିତ। ଏପରି କଲେ ରୋଗ ଜୀବାଣୁ ଆମ ଶରୀର ଭିତରକୁ ପ୍ରବେଶ କରିପାରନ୍ତି ନାହିଁ। ଫଳରେ ଆମେ ସୁସ୍ଥ ଏବଂ ନିରୋଗ ଜୀବନ ବିତାଇଥାଉ। ଆମ ହାତରେ ଥିବା ରୋଗ ଜୀବାଣୁ ଖାଲି ଆଖିକୁ ଦେଖା ଯାଆନ୍ତି ନାହିଁ। ହାତ ସଫା ଥିବା ପରି ଆମକୁ ମନେ ହୋଇଥାଏ। ହେଲେ ଏଡି…

  • Be Safe

    September 25, 2020 · 14 min

    ବାହାର ଖାଦ୍ୟରେ ବିଭିନ୍ନ ରୋଗ ଜୀବାଣୁ ଥାଆନ୍ତି। ସେ ସବୁ ଖାଦ୍ୟ ଖାଇବା ଫଳରେ ଶରୀରକୁ ରୋଗ ଆକ୍ରାନ୍ତ କରିଥାଏ। ସ୍ୱାଦ କାରଣରୁ ବାହାର ଖାଦ୍ୟ ଖାଇବା ଅନୁଚିତ। ବାହାରର ରୋଗ ଜୀବାଣୁ ଖାଦ୍ୟରେ ବସିଥାଆନ୍ତି। ଯାହା ଆମକୁ ଖାଲି ଆଖିକୁ ଦେଖାଯାଇନଥାଏ। ମୀନା ଅଡିଓ ସିରିଜର ଏହି ଅଧ୍ୟାୟରେ…

  • Water Hygiene

    September 25, 2020 · 14 min

    ଦୂଷିତ ଜଳ ବ୍ୟବହାର କରିବା ଦ୍ୱାରା ବିଭିନ୍ନ ରୋଗ ଦେଖାଦିଏ। ପେଟ ରୋଗଠାରୁ ଆରମ୍ଭ କରି ଚର୍ମରୋଗ ପର୍ଯ୍ୟନ୍ତ ଅନେକ ରୋଗର ଏକ ମୁଖ୍ୟ କାରଣ ଦୂଷିତ ଜଳ। ଦୂଷିତ ଜଳକୁ ସେବନ କରିବା ଫଳରେ ସେଥିରେ ଥିବା ଜୀବାଣୁ ଶରୀର ଭିତରକୁ ପ୍ରବେଶ କରି ରୋଗ ସୃଷ୍ଟି କରାନ୍ତି। ଅପରିଷ୍କାର ପାଣିରେ ଗାଧୋଇବା…

Show 7 more episodesShow fewer episodes
  • The Running Competition

    September 25, 2020 · 14 min

    ପ୍ରତ୍ୟେକ ବିଦ୍ୟାଳୟରେ ପାଣିର ସୁବ୍ୟବସ୍ଥା ରହିବା ଆବଶ୍ୟକ। ବିଶେଷ କରି ପିଲାମାନଙ୍କ ପିଇବା ପାଇଁ ଏବଂ ସଫାସୁତୁରା ରହିବା ପାଇଁ ପାଣିର ଦରକାର ରହିଛି। ପାଣିର ସୁବ୍ୟବସ୍ଥା ନଥିଲେ ଅନେକ ସମସ୍ୟା ଦେଖାଦେଇଥାଏ। ମୀନା ଅଡିଓ ସିରିଜର ଏହି ଅଧ୍ୟାୟରେ ସ୍କୁଲରେ ପାଣି ନଥିବାରୁ ଶୋଷରେ ମୀନାର…

  • Today's News

    September 25, 2020 · 14 min

    ପାଠ ପଢ଼ିବା ପାଇଁ ନିର୍ଦ୍ଦିଷ୍ଟ ବୟସ ସମୟ ସୀମା ରହିଛି। ଉପଯୁକ୍ତ ବୟସରେ ପାଠ ପଢ଼ିବା ଫଳରେ ପିଲାମାନଙ୍କର ପାଠରେ ମନ ଲାଗିଥାଏ। ସଠିକ ସମୟରୁ ବିଦ୍ୟା ଗ୍ରହଣ କରୁଥିବା ପିଲାମାନେ ଦୃଢ଼ମନା ଏବଂ ଆତ୍ମବିଶ୍ୱାସୀ ହୋଇଥା'ନ୍ତି। କେଉଁ ସମୟରେ କେଉଁ ନିର୍ଣ୍ଣୟ ନିଆଯିବ ସେ ବାବଦରେ ସେମାନେ ଅବଗତ…

  • Sumit, Run!

    September 24, 2020 · 11 min

    ଆତ୍ମବିଶ୍ଵାସ ମଣିଷକୁ ଉଚ୍ଚ ଶୀର୍ଷରେ ପହଞ୍ଚାଇ ଥାଏ। ନିଜ ମନରେ କିଛି କରି ପାରିବାର ସାହସ ହିଁ ଜଣଙ୍କୁ ଶ୍ରେଷ୍ଠ ବିବେଚିତ କରାଏ। ଅନ୍ୟମାନଙ୍କ ବିଶ୍ଵାସ ଅପେକ୍ଷା ନିଜ ମନୋବଳ ଦୃଢ଼ ରହିଲେ ସବୁ ଅସମ୍ଭବ ମଧ୍ୟ ସମ୍ଭବ ହୋଇପାରେ। ମୀନ ଅଡିଓ ସିରିଜର ଏହି ଅଧ୍ୟାୟରେ ଆତ୍ମବିଶ୍ଵାସୀ ହେବାକୁ…

  • The River

    September 15, 2020 · 14 min

    ଜ୍ୱର, ସର୍ଦ୍ଦି ହେଉ ଅବା ଯେକୌଣସି ବେମାରୀ ହେଉ ସବୁବେଳେ କେବଳ ଡାକ୍ତର ଓ ନର୍ସ ଦିଦିଙ୍କୁ ଦେଖାଇବା ଦରକାର। ଡାକ୍ତରଙ୍କ ପରାମର୍ଶ ଯେତେ ଜଲଦି କଲେ ରୋଗ ମଧ୍ୟ ସେତେ ଶୀଘ୍ର ଭଲ ହେବାର ସମ୍ଭାବନା ଥାଏ। ଗାଁ ବଇଦ କିମ୍ବା ଝଡ଼ା ଫୁଙ୍କାରୁ ଦୂରେଇ ରହନ୍ତୁ। ମାନା ଅଡିଓ ସିରିଜର ଏହି ଅଧ୍ୟାୟରେ…

  • Krishna's Book

    September 15, 2020 · 14 min

    ପୁଅ ହେଉ କି ଝିଅ, ବିଦ୍ୟାଳୟକୁ ସମସ୍ତେ ପାଠ ପଢ଼ିବାକୁ ଆସନ୍ତି। ତେଣୁ ପୁଅ ଝିଅ ଭିତରେ ଫରକ କ'ଣ? ବିଦ୍ୟାଳୟରେ ସମସ୍ତଙ୍କୁ ନିଜ କହିବାର ଅଧିକାର ରହିଛି। ଉପହାସକୁ ଡରି ନିଜର ବିଚାର ପ୍ରକାଶ ନକରିବା ଭଲ କଥା ନୁହେଁ। ମୀନା ଅଡିଓ ସିରିଜର ଏହି ଅଧ୍ୟାୟରେ ନଡରି ନିଜ ବିଚାରକୁ ଅନ୍ୟ ଆଗରେ…

  • Listen Carefully

    September 15, 2020 · 14 min

    କଥା ଶୁଣିବା ବେଳେ ଧ୍ୟାନ ଦେବା ଦରକାର। ଅନ୍ୟମନସ୍କ ହେବା ବିଲକୁଲ ଠିକ ନୁହେଁ। ଏହାସହ ଯାହା ବି ଶୁଣିବ ମନେ ମନେ କିମ୍ବା ଜୋରରେ ଦୋହରାଇବା ଉଚିତ। ଏହା ଦ୍ୱାରା ଶୁଣିବା କଥାକୁ ଆମେମାନେ କେବେବି ଭୁଲିବା ନାହିଁ। ମୀନା ଅଡିଓ ସିରିଜର ଏହି ଅଧ୍ୟାୟରେ କଥା ଶୁଣିବା ବେଳେ ଅନ୍ୟମନସ୍କ ନହେବାକୁ…

  • The Trophy

    September 15, 2020 · 14 min

    ପ୍ରତିଦିନ ସ୍କୁଲ ଗଲେ ଏବଂ ନିଜ ସ୍କୁଲକୁ ଭଲ ପାଇଲେ ବହୁତ କିଛି ଶିଖି ପାରିବା। ଭଲ ପାଠ ପଢ଼ିବା ସହିତ ବିଭିନ୍ନ ପ୍ରତିଯୋଗିତାରେ ମଧ୍ୟ ସଫତା ହାସଲ କରିପାରିବ। ସବୁଦିନ ସ୍କୁଲକୁ ଆସିବାର ଅର୍ଥ ସଫଳତାର ପାହାଚ ଚଢ଼ିବା। ମୀନା ଅଡିଓ ସିରିଜର ଏହି ଅଧ୍ୟାୟରେ ପ୍ରତିଦିନ ସ୍କୁଲ ଯିବା ଉପରେ…

Full episode archive on Apple Podcasts →

About the show

In this Odia audio series, Meena takes you through her adventures with her brother Raju and per parrot Mithu discussing the lives of children in South Asia - in the setting of their village and beyond. Meena: a spirited, nine-year old girl is an animated character from South Asia who tackles key issues affecting children, and promotes the protection and rights of girls. In each episode, Meena addresses a specific set of issues in an entertaining, informative, and a positive way. Thank you for listening to this podcast by SwasthyaPlus, the Odia digital health platform. The content in this podcast has been developed and produced by UNICEF. This podcast is an effort to digitally disseminate the Meena series for public awareness around public health, child rights, and various other social issues.